ଜଣେ ବୋହୂ ନିଜ ଶ୍ବଶୁରଙ୍କୁ କେତେ ଭଲ ପାଆନ୍ତି ଆଉ ତାଙ୍କ ପାଇଁ କଣ କରିପାରନ୍ତି ତାହା ସାରା ଦୁନିଆ ଦେଖିଲା। ଗଜପତି ଜିଲ୍ଲା କାଶୀନଗର ଏନଏସି 12 ନମ୍ବର ଓ୍ବାର୍ଡର ନିରଞ୍ଜନ ବେହେରାଙ୍କ ମୃତ୍ୟୁ ପରେ ପୁଅ ଆସିପାରିଲେନି। ସେତେବେଳେ ବୋହୂ ଜୟନ୍ତୀ ନାୟକ, ଶ୍ବଶୁରଙ୍କ ମୁହଁରେ ନିଆଁ ଦେବେ ବୋଲି ଆଗେଇ ଆସିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।