କୁନି ଝିଅକୁ ଖୋଜୁଛି ଭୋକିଲା ବାପ | Odisha Reporter
କୁନି ଝିଅକୁ ଖୋଜୁଛି ବାପା
୪ ଦିନ ହେଲା ଝିଅକୁ ଖୋଜୁଛନ୍ତି ବାପା । ସାହି ପଡ଼ିଶାରେ ଝିଅକୁ ଖୋଜିଥିଲେ। ହେଲେ ଝିଅ ସମ୍ପର୍କରେ କୌଣସି ସୂଚନା ପାଇଲେ ନାହିଁ। ଝିଅକୁ ନପାଇ ଭାଙ୍ଗି ପଡ଼ିଛନ୍ତି ଅର୍ଜୁନ। ଝିଅ ପାଇଁ ଦିନରାତି ଏକ କରିଦେଇଛନ୍ତି ଅର୍ଜୁନ।
କୁନି ଝିଅକୁ ଖୋଜୁଛି ଭୋକିଲା ବାପ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
