ଅଦ୍ୟତନ ହୋଇଛି
କୁନି ଝିଅକୁ ଖୋଜୁଛି ଭୋକିଲା ବାପ | Odisha Reporter
Advertisment
ଝିଅକୁ ଖୋଜିବା ପାଇଁ ଏ ଗାଁରୁ ସେ ଗାଁ ବୁଲୁଛନ୍ତି ବାପା। ୪ ଦିନ ହେଲା ନିଖୋଜ ଝିଅକୁ ଖୋଜିବାକୁ ଲୁନାରେ ଛକରୁ ଛକ ଓ ଏ ଗାଁରୁ ସେ ଗାଁ ବୁଲୁଛନ୍ତି ଅର୍ଜୁନ ସିଂ । ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଗରଡି- କୀର୍କିଚିଆ ଗାଁରେ ଘଟିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us