ଆହାର କେନ୍ଦ୍ରରୁ ପରିବା ନିଖୋଜ | Odisha Reporter
ପାଞ୍ଚ ଟଙ୍କାରେ ପେଟେ ଖାଦ୍ୟ । ଭାତ, ଡଲମା ଆଉ ଆଚାର । ମନଭରି ଖାଆନ୍ତି, ଥକା ମେଣ୍ଟାଇ ଚାଲନ୍ତି । ସାଧାରଣ ମଣିଷଙ୍କ ପକେଟକୁ ଚାହିଁ ପେଟ ବୁଝୁଥିବା ସ୍ଥାନ, ଯଥେଷ୍ଟ ପରିବାରେ ପ୍ରସ୍ତୁତ ହୁଏ ସୁସ୍ୱାଦୁ ଡାଲମା । ସାଧରଣ ଗରୀବ, ଖଟିକିଆ, ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଠାରୁ ରିକ୍ସା ଓ ଅଟୋ ଚାଳକଙ୍କ ଭୋଜନାଳୟର ନାଁ ଆହାର କେନ୍ଦ୍ର । କିନ୍ତୁ ଏବେ ଡାଲମା ହେଉଛି ସତ, ହେଲେ ଆହାର କେନ୍ଦ୍ରର ମାଟି ମାଡୁନି ପରିବା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
