Advertisment

ଆହାର କେନ୍ଦ୍ରରୁ ପରିବା ନିଖୋଜ

ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଠାରୁ ରିକ୍ସା ଓ ଅଟୋ ଚାଳକଙ୍କ ଭୋଜନାଳୟର ନାଁ ଆହାର କେନ୍ଦ୍ର । ପନିପରିବା ମହଙ୍ଗା ଯୋଗୁଁ ଆହାର କେନ୍ଦ୍ରରେ ପ୍ରଭାବ ପଡ଼ିଛି ।

Advertisment

ପାଞ୍ଚ ଟଙ୍କାରେ ପେଟେ ଖାଦ୍ୟ । ଭାତ, ଡଲମା ଆଉ ଆଚାର । ମନଭରି ଖାଆନ୍ତି, ଥକା ମେଣ୍ଟାଇ ଚାଲନ୍ତି । ସାଧାରଣ ମଣିଷଙ୍କ ପକେଟକୁ ଚାହିଁ ପେଟ ବୁଝୁଥିବା ସ୍ଥାନ, ଯଥେଷ୍ଟ ପରିବାରେ ପ୍ରସ୍ତୁତ ହୁଏ ସୁସ୍ୱାଦୁ ଡାଲମା । ସାଧରଣ ଗରୀବ, ଖଟିକିଆ, ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଠାରୁ ରିକ୍ସା ଓ ଅଟୋ ଚାଳକଙ୍କ ଭୋଜନାଳୟର ନାଁ ଆହାର କେନ୍ଦ୍ର । କିନ୍ତୁ ଏବେ ଡାଲମା ହେଉଛି ସତ, ହେଲେ ଆହାର କେନ୍ଦ୍ରର ମାଟି ମାଡୁନି ପରିବା । 

Advertisment
Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe