Advertisment

ଆମ ନେତା କେମିତି ହେବା ଦରକାର ?

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।

author-image
Manoj Swain

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ସମସ୍ତେ ସଜାଗ। 5 ବର୍ଷ ପାଇଁ ଆମେ ନେତା ବାଛିବାକୁ ଯାଉଛେ। କିନ୍ତୁ କେଉଁ ଭଳି ନେତା ଆମକୁ ଦରକାର। ନେତାଙ୍କ ପାଖେ କେଉଁ ଗୁଣ ରହିବା ଦରକାର । ଯୁବପିଢିଙ୍କ ସହ ଆଲୋଚନା କରିଛୁ, ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE)ରେ, ଆମ ନେତା କେମିତି ହେବା ଦରକାର ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Politics Social Debate