ଏ ବାପାକୁ ସଲାମ, ପୁଅ ତ ଗଲା, ତା କିଡନୀରେ ଆଉ କେହି ବଞ୍ଚି ଯାଉ | Odisha Reporter
ଘରର ବଢିଲା ପୁଅ। ବୟସ ଆରମ୍ଭ ହେଉଥିଲା। ଭରା ପ୍ରତିଭାକୁ ନେଇ ଆଗକୁ ବଢୁଥିଲା। ଆଉ ଦିନ କେଇଟା ପରେ ଇଂଜନିୟର ହୋଇ ବାପାର ମୁଣ୍ଡକୁ ଉପରକୁ କରିଥାଆନ୍ତା। ନିଜ ପିଲା ଦିନର ସ୍ୱପ୍ନ ପୂରଣ କରି ପାଦେ ଆଗକୁ ମାଡିଥାଆନ୍ତା। ହେଲେ ଆଶା ଦେଖାଇଥିବା ଶିବୁ ଶେଷରେ ମଉଳିଗଲା। ଜୀବନ ସହ ସଂଗ୍ରାମ କରି ହାରି ଯାଇଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ରମେଶ ଦାସଙ୍କ ପୁଅ ଓମ ଶିବୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
