ଘରର ବଢିଲା ପୁଅ। ବୟସ ଆରମ୍ଭ ହେଉଥିଲା। ଭରା ପ୍ରତିଭାକୁ ନେଇ ଆଗକୁ ବଢୁଥିଲା। ଆଉ ଦିନ କେଇଟା ପରେ ଇଂଜନିୟର ହୋଇ ବାପାର ମୁଣ୍ଡକୁ ଉପରକୁ କରିଥାଆନ୍ତା। ନିଜ ପିଲା ଦିନର ସ୍ୱପ୍ନ ପୂରଣ କରି ପାଦେ ଆଗକୁ ମାଡିଥାଆନ୍ତା। ହେଲେ ଆଶା ଦେଖାଇଥିବା ଶିବୁ ଶେଷରେ ମଉଳିଗଲା। ଜୀବନ ସହ ସଂଗ୍ରାମ କରି ହାରି ଯାଇଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ରମେଶ ଦାସଙ୍କ ପୁଅ ଓମ ଶିବୁ। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Special
କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସମାନ ଅବସ୍ଥା; କମ୍ପ୍ୟୁଟର ଅଛି, ପଢ଼ାଇବାକୁ ଶିକ୍ଷକ ନାହାନ୍ତି
ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
Special
ଓଡ଼ିଆ କୋଢ଼ିଆ ନୁହେଁ
ଓଡ଼ିଶା ଯେତେବେଳେ କୃଷିପ୍ରଧାନ ଥିଲା ସେତେବେଳେ ଲୋକେ ଦରିଆପାରି ବାଣିଜ୍ୟ କରୁଥିଲେ, କୋଣାର୍କ ଗଢ଼ୁଥିଲେ। ଓଡ଼ିଶା ଏବେ ଶିଳ୍ପ ଓ ସହର ପ୍ରଧାନ। ଓଡ଼ିଆ ଲୋକେ ଟଙ୍କିକିଆ ଚାଉଳ, ସାମାଜିକ ଭତ୍ତା, ଆହାର କେନ୍ଦ୍ରରେ ଅଟକି ଯାଇଛନ୍ତି।
Special
ଓଡ଼ିଆ କୋଢ଼ିଆ ନୁହେଁ !
ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି।