Advertisment

ଛୋଟ ବୟସରେ ମହାନତା: କିଡନୀ ଦାନ କଲେ ଛାତ୍ର

ବ୍ରେନ ଡେଡ ପରେ କିଡନୀ ଦାନ କଲେ ଓମ୍ ଶିବୁ।

Advertisment

ଘରର ବଢିଲା ପୁଅ। ବୟସ ଆରମ୍ଭ ହେଉଥିଲା। ଭରା ପ୍ରତିଭାକୁ ନେଇ ଆଗକୁ ବଢୁଥିଲା। ଆଉ ଦିନ କେଇଟା ପରେ ଇଂଜନିୟର ହୋଇ ବାପାର ମୁଣ୍ଡକୁ ଉପରକୁ କରିଥାଆନ୍ତା। ନିଜ ପିଲା ଦିନର ସ୍ୱପ୍ନ ପୂରଣ କରି ପାଦେ ଆଗକୁ ମାଡିଥାଆନ୍ତା। ହେଲେ ଆଶା ଦେଖାଇଥିବା ଶିବୁ ଶେଷରେ ମଉଳିଗଲା। ଜୀବନ ସହ ସଂଗ୍ରାମ କରି ହାରି ଯାଇଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ରମେଶ ଦାସଙ୍କ ପୁଅ ଓମ ଶିବୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe