Advertisment

ପାକିସ୍ତାନ ଜେଲରେ ଜୀବନ ମାଗୁଛି ଓଡ଼ିଆ ପୁଅ

ହାତରେ ବନ୍ଧୁକ ଧରି ସେ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ । ୧୯୬୨ରେ ଭାରତ-ଚୀନ ଯୁଦ୍ଧ, ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢିଥିଲେ । ଯୁଦ୍ଧ ପରେ ଅନେକ ସହିଦ ହେଲେ, ଅନେକ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲେ । ହେଲେ ଶତ୍ରୁ ସହ ଲଢିବାକୁ ଯାଇ ଆଉ ଫେରିନଥିଲେ ଆନନ୍ଦ ।

Advertisment

ହାତରେ ବନ୍ଧୁକ ଧରି ସେ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ । ୧୯୬୨ରେ ଭାରତ-ଚୀନ ଯୁଦ୍ଧ, ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢିଥିଲେ । ଯୁଦ୍ଧ ପରେ ଅନେକ ସହିଦ ହେଲେ, ଅନେକ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲେ । ହେଲେ ଶତ୍ରୁ ସହ ଲଢିବାକୁ ଯାଇ ଆଉ ଫେରିନଥିଲେ ଆନନ୍ଦ । ନାଁ ତାଙ୍କର କିଛି ଖୋଜ ମିଳିଲା, ନା କିଛି ସୂଚନା ।

Advertisment
Odisha Pakistan Indo-Pakistani War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe