Advertisment

ଜର୍ଜ ମୋତେ ଚିକିତ୍ସା କରିଥିଲେ, ମୁଁ ତାଙ୍କ ପୁଅଙ୍କୁ ଚିକିତ୍ସା କରାଉଛି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ କଟକରେ ଜଣେ ପ୍ରସିଦ୍ଧ ଦାନ୍ତ ଡାକ୍ତର ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ ।

Advertisment

'କଟକର ପ୍ରସିଦ୍ଧ ଦାନ୍ତ ଡାକ୍ତର ଜର୍ଜ ପଟ୍ଟନାୟକ ମୋ ଦାନ୍ତ ଚିକିତ୍ସା କରିଥିଲେ, ଆଜି ତାଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କୁ ଚିକିତ୍ସା କରାଇବା ପାଇଁ ଆଣିଛି' ଏମିତି କହିଛନ୍ତି ଜଣେ ସମାଜସେବୀ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe