ଚାଷ ଆଗରେ ଚାକିରୀ ଫିକା | Odisha Reporter
ଚାଷ ଆଗରେ ଚାକିରୀ ଫିକା
ଆମ୍ବ ବଗିଚା, କଦଳୀବାଡ଼ି, କଳା ଛନଛନ ବାଇଗଣ, ମାଟିରେ ଶୋଇଥିବା ପୋଟଳ, ଚିକ୍କଣ ଖସିପଡୁଥିବା ଖାସି, ବନରାଜ ସାଙ୍ଗକୁ କଡକନାଥ କୁକୁଡାଙ୍କ ମେଳି । ଥରେ ଏଠାକୁ ଆସିଲେ ଆପଣଙ୍କୁ ଏ ଜାଗା ଛାଡି ଯିବାକୁ ଇଚ୍ଛା ହେବ ନାହିଁ।
ଚାଷ ଆଗରେ ଚାକିରୀ ଫିକା | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
