ଆମ୍ବ ବଗିଚା, କଦଳୀବାଡ଼ି, କଳା ଛନଛନ ବାଇଗଣ, ମାଟିରେ ଶୋଇଥିବା ପୋଟଳ, ଚିକ୍କଣ ଖସିପଡୁଥିବା ଖାସି, ବନରାଜ ସାଙ୍ଗକୁ କଡକନାଥ କୁକୁଡାଙ୍କ ମେଳି । ଥରେ ଏଠାକୁ ଆସିଲେ ଆପଣଙ୍କୁ ଏ ଜାଗା ଛାଡି ଯିବାକୁ ଇଚ୍ଛା ହେବ ନାହିଁ।