Advertisment

ଖେଳାଳିଙ୍କୁ ଖାଇଦେଲା କୁମ୍ଭୀର

ମୃତ୍ୟୁର ବିକଟାଳ ଚିତ୍ର ଦେଖିବାକୁ ମିଳିଛି ଆମେରିକୀୟ ଦେଶ କୋଷ୍ଟାରିକାରେ। କୁମ୍ଭୀର ଆକ୍ରମଣରେ ଅଖି ବୁଜିଛନ୍ତି ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳି ଜିସସ ଆଲବର୍ଟ ଲୋପେଜ ।

author-image
Manoj Swain

ମୃତ୍ୟୁର ବିକଟାଳ ଚିତ୍ର ଦେଖିବାକୁ ମିଳିଛି ଆମେରିକୀୟ ଦେଶ କୋଷ୍ଟାରିକାରେ। କୁମ୍ଭୀର ଆକ୍ରମଣରେ ଅଖି ବୁଜିଛନ୍ତି ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳି ଜିସସ ଆଲବର୍ଟ ଲୋପେଜ । ଖେଳାଳୀଙ୍କୁ ମାରିବା ପରେ କୁମ୍ଭୀରଟି ମୃତଦେହକୁ ପାଟିରେ କାମୁଡି ନଇରେ ପହଁରୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏଭଳି ବିଭତ୍ସ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇ ପଡିଥିଲେ ।

Advertisment
America Crocodile Attack