Advertisment

ତୁମେ ବା ଆମ ଗାଁର ପରିଚୟ

ଅକ୍ଷୟ ତୃତୀଆରେ ଦଳ ଦଳ ହୋଇ ଆସନ୍ତି। ବଡ଼ ବଡ଼ ଗଛର ଡାଳରେ ବସା ବାନ୍ଧି ଅଣ୍ଡା ଦିଅନ୍ତି। ଅଣ୍ଡାରୁ ଛୁଆ ବାହାରିବା ପରେ ଡେଣା ହଲାଇ ହଲାଇ ନୀଳ ଆକାଶରେ ମେଘ ମାଳ ଭିତରେ ଦୀପାବଳିରେ ଉଡ଼ି ଯାଆନ୍ତି।

Advertisment

ଚଢ଼େଇର କିଚିରି ମିଚିରି ଶବ୍ଦ ସାଙ୍ଗକୁ ସବୁଜିମା ପରିବେଶ। ଆକାଶ ଛାତିରୁ ଚିରି ପ୍ରତି ବର୍ଷ ଗାଁ କୁ ଆସନ୍ତି ଏହି ବିଦେଶୀ ଅତିଥି। ସେମାନେ ଆସିଛନ୍ତି ବୋଲି ଗାଁରେ ଖୁସିର ମାହଲ। ଏମିତି ତ ଅକ୍ଷୟ ତୃତୀୟ ପାଖରୁ ଆସିଛନ୍ତି, ଏବେ କିନ୍ତୁ ଗାଁ ଲୋକଙ୍କ ସ୍ନେହ, ଯତ୍ନରେ ଏତେଦିନ ଧରି ରହିଯାଇଛନ୍ତି। ସୁଦୁର ସାଇବେରିଆରୁ ଚିଲିକାକୁ ଆସୁଥିବା ଏହି ବିଦେଶୀ ପକ୍ଷୀ ଏବେ ବରଗଡ଼ର ଅନେକ ସ୍ଥାନକୁ ଆସୁଛନ୍ତି।

Advertisment
Baragarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe