‘ଭଣ୍ଡାରଘର ଖୋଲିବାର ଆବଶ୍ୟକତା ରହିଛି’ | Odisha Reporter
ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ରତ୍ନ ଭଣ୍ଡାର ଖୋଲିବା ଉପରେ ମତ ରଖିଛନ୍ତି । ସେ କହିଛନ୍ତି, 'ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରନ୍ତୁ, ପ୍ରତି ୩ ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବାର ନିୟମ ଥିବାବେଳେ ସରକାର କାହିଁକି ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି ? ମୁଁ ଆଇନ ମନ୍ତ୍ରୀ ଥିବାବେଳେ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲିଥିଲା ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
