Advertisment

‘ଡାକୋଟାର ଇତିହାସ’

ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ଡାକୋଟା ବିମାନ। ଶୁଣନ୍ତୁ କେଉଁ ମସିହାରେ ଉଡ଼ିଥିଲା ଏବଂ କିପରି ବିଜୁ ବାବୁଙ୍କ ବିମାନ ଆଜି ଓଡ଼ିଶା ପହଞ୍ଚି ପାରିଲା ସେନେଇ କଣ କହୁଛନ୍ତି ଐତିହାସିକ ଗବେଷକ ଅନୀଲ ଧୀର।

author-image
Debendra Prusty
Biju Pattanaik