Advertisment

ତ୍ରିରଙ୍ଗା ପଛରେ କିଏ ?

ଗାଁଠୁ ସହର ସବୁଠି ଦେଶାତ୍ମବୋଧ ମାହୋଲ । ରାତି ପାହିଲେ ପରାଧିନ ଭାରତ ଓ ସ୍ୱାଧିନ ଭାରତକୁ ନେଇ ଚାଲିବ ଚର୍ଚ୍ଚା ଓ ଆଲୋଚନା । ଘରଠୁ ଅଫିସ ସବୁଠି ଫରଫର ଉଡିବ ତ୍ରିରଙ୍ଗା । ଏଥିପାଇଁ ଦୋକାନ ବଜାରରେ ତ୍ରୀରଙ୍ଗା କିଣିବାକୁ ବେଶ ଉତ୍ସାହ।

author-image
Manoj Swain

ଗାଁଠୁ ସହର ସବୁଠି ଦେଶାତ୍ମବୋଧ ମାହୋଲ । ରାତି ପାହିଲେ ପରାଧିନ ଭାରତ ଓ ସ୍ୱାଧିନ ଭାରତକୁ ନେଇ ଚାଲିବ ଚର୍ଚ୍ଚା ଓ ଆଲୋଚନା । ଘରଠୁ ଅଫିସ ସବୁଠି ଫରଫର ଉଡିବ ତ୍ରିରଙ୍ଗା । ଏଥିପାଇଁ ଦୋକାନ ବଜାରରେ ତ୍ରୀରଙ୍ଗା କିଣିବାକୁ ବେଶ ଉତ୍ସାହ ।

Advertisment
Odisha Independence Day 2023