ତ୍ରିରଙ୍ଗା ପଛରେ କିଏ ? | Odisha Reporter
Advertisment
ଗାଁଠୁ ସହର ସବୁଠି ଦେଶାତ୍ମବୋଧ ମାହୋଲ । ରାତି ପାହିଲେ ପରାଧିନ ଭାରତ ଓ ସ୍ୱାଧିନ ଭାରତକୁ ନେଇ ଚାଲିବ ଚର୍ଚ୍ଚା ଓ ଆଲୋଚନା । ଘରଠୁ ଅଫିସ ସବୁଠି ଫରଫର ଉଡିବ ତ୍ରିରଙ୍ଗା । ଏଥିପାଇଁ ଦୋକାନ ବଜାରରେ ତ୍ରୀରଙ୍ଗା କିଣିବାକୁ ବେଶ ଉତ୍ସାହ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us