Advertisment

ଏସିଡ୍‌ ହରେଇପାରିନି, ସମାଜ ହରେଇଦେଲା

'ଲୋକେ କହିଲେ ବଞ୍ଚିକି କି ଲାଭ ତାକୁ ଇଞ୍ଜେକ୍ସନ ଦେଇକି ମାରିଦିଅ.. ଦେହରେ ଯନ୍ତ୍ରଣା ଜାଳିପୋଡ଼ି ଦେଉଥାଏ।'

Advertisment

ଲୋକେ କହିଲେ ବଞ୍ଚିକି କି ଲାଭ ତାକୁ ଇଞ୍ଜେକ୍ସନ ଦେଇକି ମାରିଦିଅ.. ଦେହରେ ଯନ୍ତ୍ରଣା ଜାଳିପୋଡ଼ି ଦେଉଥାଏ। ପୁଣି ବାର ଲୋକଙ୍କ ବାର କଥା, ତଥାପି ଜଳାପୋଡ଼ା ଚେହେରା ନେଇ ସମାଜ ସହ ଲଢ଼ିଲେ.. ଆଉ ଏବେ ମାତୃତ୍ୱ ଲାଭ କଲେ। ଲୁହ ନୁହେଁ ତ ରକ୍ତ କାନ୍ଦିଛି ସେ ଆଖି...କିନ୍ତୁ ଏବେ ହସି ହସି ବଂଚିବାର ଦିନ ଆସିଛି .. କଳା ଟିପା ଲଗାଉଛି ଭଗବାନ ଆଉ ମୋ ଖୁସିରେ କାହାର ନଜର ନଲାଗୁ। କିନ୍ତୁ ଏ ଧର୍ଯ୍ୟ ଏ ସତସାହସ ଏ ଉତ୍ସାହ ଦେଖି ଦୁନିଆ କିଛି ଶିଖିଲା ନା ନାହିଁ ..ଏଥର ଦିଶାରେ ସ୍ୱତନ୍ତ୍ର ଅତିଥି ଅଛନ୍ତି ଏସିଡ ପୀଡିତା ପ୍ରମୋଦିନି ରାଉଳ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Acid Attack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe