ଭୋଜି ଖାଇଦେଲେ ବୋଲି ଏକ ଘରକିଆ.. | Odisha Reporter
Advertisment
ପିପିଲିରେ କଙ୍ଗାରୁ କୋର୍ଟ, ୧୩ ବର୍ଷ ଧରି ଏକ ଘରକିଆ ହୋଇଛନ୍ତି ଦିଲୀପ ପାଟ୍ଟସାହାଣୀଙ୍କ ପରିବାର । ବାହାଘର ଭୋଜି ଖାଇଦେଲେ ବୋଲି ଏକ ଘରକିଆ ହେଲେ ଦିଲୀପ ପାଟ୍ଟସାହାଣୀଙ୍କ ପରିବାର। ଗ୍ରାମବାସୀଙ୍କ ଅଜବ ନିୟମ। ରାଜଧାନୀଠୁ ମାତ୍ର ୨୦ କିମି ଦୂରରେ କଙ୍ଗାରୁ କୋର୍ଟ। ବିବାହ ଭୋଜି ଖାଇବାକୁ ବାରଣ କରିଥିଲେ, ଭୋଜି ଖାଇବାରୁ ଜରିମାନା ମାଗିଲେ। ପରେ ଜରିମାନା ଅର୍ଥ ଦେଇ ନ ପାରିବାରୁ ଗାଁରୁ ବାସନ୍ଦ କରିଦେଲେ। ୧୩ ବର୍ଷ ହେଲା ଏକ ଘରକିଆ ହୋଇ ଗାଁରେ ରହିଛନ୍ତି ଦିଲୀପ ପାଟ୍ଟସାହାଣୀଙ୍କ ପରିବାର। ଏହି ଘଟଣା ଘଟିଛି ପିପିଲି ଥାନା ବାହିଲିପଡ଼ାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us