ବାବୁଙ୍କ ଛାତିରେ ବାଜିଲା ବିଧା

କୋରାପୁଟ ଜିଲ୍ଲା ପଦୁଗୁଡାରେ ପହଁଚିଲା ପ୍ରଶାସନ । ଅଭିନୟ ମାଧ୍ୟମରେ ଶବ୍ଦରେ ଶବ୍ଦରେ ବାସ୍ତବ ଚିତ୍ରକୁ ପରସି ଥିଲା । ଆଉ ଏହି କଡ଼ା ଶବ୍ଦକୁ ବାବୁଙ୍କ କାନ ଶୁଣୁଥିଲେ ବି ମୁହଁ ହସୁଥିଲା ।

Manoj Swain
  • Published: Sunday, 20 August 2023
  • Updated: 20 August 2023, 10:14 PM IST

Sports

Latest News

କୋରାପୁଟ ଜିଲ୍ଲା ପଦୁଗୁଡାରେ ପହଁଚିଲା ପ୍ରଶାସନ । ଅଭିନୟ ମାଧ୍ୟମରେ ଶବ୍ଦରେ ଶବ୍ଦରେ ବାସ୍ତବ ଚିତ୍ରକୁ ପରସି ଥିଲା । ଆଉ ଏହି କଡ଼ା ଶବ୍ଦକୁ ବାବୁଙ୍କ କାନ ଶୁଣୁଥିଲେ ବି ମୁହଁ ହସୁଥିଲା । କିନ୍ତୁ ପରେ ପଶ୍ଚାତାପ କରି ପଦୁଗୁଡାରେ ପହଁଚିଛି ପ୍ରଶାସନ । ବୁଝୁଛି ଗାଁର ସମସ୍ୟା ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos