After Koraput Girl\'s I-Day Speech, Block admin Reaches out Villege |ବାବୁଙ୍କ ଛାତିରେ ବାଜିଲା ବିଧା |
Advertisment
କୋରାପୁଟ ଜିଲ୍ଲା ପଦୁଗୁଡାରେ ପହଁଚିଲା ପ୍ରଶାସନ । ଅଭିନୟ ମାଧ୍ୟମରେ ଶବ୍ଦରେ ଶବ୍ଦରେ ବାସ୍ତବ ଚିତ୍ରକୁ ପରସି ଥିଲା । ଆଉ ଏହି କଡ଼ା ଶବ୍ଦକୁ ବାବୁଙ୍କ କାନ ଶୁଣୁଥିଲେ ବି ମୁହଁ ହସୁଥିଲା । କିନ୍ତୁ ପରେ ପଶ୍ଚାତାପ କରି ପଦୁଗୁଡାରେ ପହଁଚିଛି ପ୍ରଶାସନ । ବୁଝୁଛି ଗାଁର ସମସ୍ୟା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us