କ୍ୟାମେରା ସାମ୍ନାରେ ସତ କହିଦେଲେ କୁନି କୁନି ପିଲା !

ଅଙ୍ଗନବାଡ଼ିରେ ପାଠ ପଢ଼ୁଥିବା କୁନି ପିଲାଟି କହୁଛି, ଡାଲମାରେ ଖାଲି ଗାଜର ପଡୁଛି।

Manoj Swain
  • Published: Saturday, 08 July 2023
  • Updated: 08 July 2023, 12:03 PM IST

ଅଙ୍ଗନବାଡ଼ିରେ ପାଠ ପଢ଼ୁଥିବା କୁନି ପିଲାଟି କହୁଛି, ଡାଲମାରେ ଖାଲି ଗାଜର ପଡୁଛି। ସେପଟୁ କିଏ ଜଣେ ମହିଳା କହୁଛନ୍ତି, ଅଣ୍ଡା ଖାଉଛୁ ବୋଲି କହ। କିନ୍ତୁ ପିଲାଟି ବାରମ୍ବାର ମୁଣ୍ଡ ହଲାଇ ମନା କରିବା ପରେ ଶେଷରେ ହଁ ମାରିଲା। ଯଦିଓ କୁନି କୁନି ପିଲାମାନେ ଖନେଇ ଖନେଇ ଠିକ ଭାବେ କଥା କହିପାରୁ ନାହାନ୍ତି କିନ୍ତୁ ଖାଇବା-ପିଇବାରେ ହୁଏତ ସେମାନେ ମିଛ କହିବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos