Advertisment

ଏମିତି ବନ୍ଧନ କେମିତି ହେଲା ?

ମୟୂରଭଞ୍ଜ ମହୋତ୍ସବରେ ହେଲା ସତସତିକା ବାହାଘର ।

Advertisment

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସୋମବାର ହୋଇଛି ସତସତିକା ବାହାଘର। ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍‌ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ଆଉ ଦୀର୍ଘ ଦିନର ସତସତିକା ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ। ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍‌ ମୁଣ୍ଡାକଟା ଗାଁରେ ଏକ ଆଜେବେଷ୍ଟସ୍‌ ଘରେ ରହନ୍ତି ରାଜେନ୍‌ ମୁର୍ମୁ। କାମଦାମ କରି ଚଳନ୍ତି। ଅଭାବୀ ଜୀବନ ଭିତରେ କେତେବେଳେ କେମିତି ଚପଳାମୀ କରିଦେଲେ ଜାଣିପାରିନଥିଲେ। ଆଉ ନିଜ ଅଜାଣତରେ ସେ ଶୁଳିଆପଦା ଗାଁର ଗୋଲାପୀ ମୁର୍ମୁଙ୍କୁ ମନ ଦେଇ ବସିଥିଲେ।

Advertisment
Mayurbhanj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe