Advertisment

ବିଏମସି ଖରାଦିନେ ଶୁଏ,ବର୍ଷା ହେଲେ ଉଠେ

ଘରେ ଆସି ପାଣି ଆଣ୍ଠୁଏ ନୁହେଁ ବରଂ ଅଣ୍ଟାଏ ହେଲାଣି। ହେଲେ ମେୟର ମ୍ୟାଡାମ କହୁଛନ୍ତି ଜଳବନ୍ଦୀ ମୁକାବିଲା ପାଇଁ ଆମେ ପୁରା ପ୍ରସ୍ତୁତ ଥିଲୁ । ଖାଲି ଯାହା ଟିକେ ବର୍ଷା ଅଧିକା ହୋଇଗଲା ।

author-image
Manoj Swain

Odisha Bmc