ମଧୁବାବୁଙ୍କ ଘରେ ଗାନ୍ଧୀ | OR Exclusive: When Mahatma Gandhi Visited Madhusudan Das\' Home In Cuttack
୧୭୫ ବର୍ଷ ତଳେ ସାଲେପୁର ସତ୍ୟଭାମାପୁରର ଏହି ଘରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ। ସ୍ବାଧୀନତାର ହୀରକ ଜୟନ୍ତୀ ପାଳନ ବେଳେ ମନେପଡ଼େ ମଧୁବାବୁଙ୍କ ଦେଶପ୍ରେମ ଓ ସ୍ବାଭିମାନ। ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ସହ ମଧୁବାବୁଙ୍କ ପରିଚିତି ଥିବାବେଳେ ମଧୁବାବୁଙ୍କ ମୃତ୍ୟୁ ପରେ ୧୯୩୪ ମସିହା ମେ ୨୩ରେ ସତ୍ୟଭାମାପୁରରେ ପହଁଚିଥିଲେ ମହାତ୍ମା ଗାନ୍ଧି । ଆଉ ରାତିରେ ମଧୁବାବୁଙ୍କ ପୈତୃକ ଘର ଛାତ ଉପରେ ଶୋଇଥିଲେ । ସେହି ପୁରୁଣା କଥା ମନେ ପକାନ୍ତି ମଧୁବାବୁଙ୍କ ଜନ୍ମସ୍ଥଳୀରେ ଥିବା କସ୍ତୁରବା ଗାନ୍ଧୀ ଟ୍ରଷ୍ଟର ସଂପାଦିକା ସନ୍ଧ୍ୟାରାଣୀ ମଲ୍ଲିକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
