ମଧୁବାବୁଙ୍କ ଘରେ ଗାନ୍ଧୀ

ମଧୁବାବୁଙ୍କ ମୃତ୍ୟୁ ପରେ ୧୯୩୪ ମସିହା ମେ ୨୩ରେ ସତ୍ୟଭାମାପୁରରେ ପହଁଚିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ଆଉ ରାତିରେ ମଧୁବାବୁଙ୍କ ପୈତୃକ ଘର ଛାତ ଉପରେ ଶୋଇଥିଲେ ।

Manoj Swain
  • Published: Friday, 11 August 2023
  • Updated: 11 August 2023, 12:46 PM IST

୧୭୫ ବର୍ଷ ତଳେ ସାଲେପୁର ସତ୍ୟଭାମାପୁରର ଏହି ଘରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ। ସ୍ବାଧୀନତାର ହୀରକ ଜୟନ୍ତୀ ପାଳନ ବେଳେ ମନେପଡ଼େ ମଧୁବାବୁଙ୍କ ଦେଶପ୍ରେମ ଓ ସ୍ବାଭିମାନ। ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ସହ ମଧୁବାବୁଙ୍କ ପରିଚିତି ଥିବାବେଳେ ମଧୁବାବୁଙ୍କ ମୃତ୍ୟୁ ପରେ ୧୯୩୪ ମସିହା ମେ ୨୩ରେ ସତ୍ୟଭାମାପୁରରେ ପହଁଚିଥିଲେ ମହାତ୍ମା ଗାନ୍ଧି । ଆଉ ରାତିରେ ମଧୁବାବୁଙ୍କ ପୈତୃକ ଘର ଛାତ ଉପରେ ଶୋଇଥିଲେ । ସେହି ପୁରୁଣା କଥା ମନେ ପକାନ୍ତି ମଧୁବାବୁଙ୍କ ଜନ୍ମସ୍ଥଳୀରେ ଥିବା କସ୍ତୁରବା ଗାନ୍ଧୀ ଟ୍ରଷ୍ଟର ସଂପାଦିକା ସନ୍ଧ୍ୟାରାଣୀ ମଲ୍ଲିକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos