Advertisment

ଓଡ଼ିଆଙ୍କ ଦୁଃଖରେ କାନ୍ଦିଥିଲେ ଗାନ୍ଧୀ

କେତେବେଳେ କିଏ ଫାଶୀରେ ଝୁଲୁଥିଲା ତ କାହାକୁ କଚାଡି ମାରି ଦିଆଯାଉଥିଲା । ଓଡିଆଙ୍କ ଉପରେ ବ୍ରିଟିଶରଙ୍କ ଅକଥନୀୟ ଅତ୍ୟାଚାର ସହିବାର ସବୁ ସୀମା ଟପି ସରିଥିଲା । ସମସ୍ତେ ଏକାଠି ହୋଇ କିପରି ଗୋରା ସାହେବଙ୍କ ସହ ଲଢିବେ ସେନେଇ ଏକ ନେତୃତ୍ୱ ଖୋଜା ପଡିଥାଏ ।

Advertisment

କେତେବେଳେ କିଏ ଫାଶୀରେ ଝୁଲୁଥିଲା ତ କାହାକୁ କଚାଡି ମାରି ଦିଆଯାଉଥିଲା । ଓଡିଆଙ୍କ ଉପରେ ବ୍ରିଟିଶରଙ୍କ ଅକଥନୀୟ ଅତ୍ୟାଚାର ସହିବାର ସବୁ ସୀମା ଟପି ସରିଥିଲା । ସମସ୍ତେ ଏକାଠି ହୋଇ କିପରି ଗୋରା ସାହେବଙ୍କ ସହ ଲଢିବେ ସେନେଇ ଏକ ନେତୃତ୍ୱ ଖୋଜା ପଡିଥାଏ । ଯଦିଓ ଅନେକ ସଂଗ୍ରାମୀ ସାମନାକୁ ଆସିଥାଆନ୍ତି ତେବେ ସଙ୍ଗଠିତ ଭାବରେ କିଭଳି ଆନ୍ଦୋଳନ କରାଯିବ ସେନେଇ ଚାଲିଥାଏ କସରତ । ଏହାରି ଭିତରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅବଗତ କରାଯିବା ପରେ ସେ ଓଡିଶା ଆସିବାକୁ ରାଜି ହୋଇଥିଲେ ।

Advertisment
Odisha Mahatma Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe