Advertisment

ଏଠି ବର୍ଷସାରା ଫୁଟୁଛି ଛତୁ

ବଞ୍ଚିବାର ରାସ୍ତା ଦେଖାଇଲା ଛତୁ ଚାଷ। ଦୂର ହେଲା ପରିବାର ଦୁଃଖ। ମାଲାମାଲ ହେଲେ ଯୁବ ଚାଷୀ ମନୋରଞ୍ଜନ ଟୁଙ୍ଗ। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଭଲ ଖବର।

Advertisment

ବଞ୍ଚିବାର ରାସ୍ତା ଦେଖାଇଲା ଛତୁ ଚାଷ। ଦୂର ହେଲା ପରିବାର ଦୁଃଖ। ମାଲାମାଲ ହେଲେ ଯୁବ ଚାଷୀ ମନୋରଞ୍ଜନ ଟୁଙ୍ଗ। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଭଲ ଖବର। ରେମୁଣା ବ୍ଲକ୍‌ ମଙ୍ଗଳପୁର ଗାଁର କରୁଣାକର ଟୁଙ୍ଗ। ବେଶୀ ପାଠ ପଢ଼ିନଥିଲେ ମଧ୍ୟ ଚାଷ ପ୍ରତି ବିଶେଷ ରୁଚି ରଖିଥିଲେ। ସେଥିପାଇଁ ଭୁବନେଶ୍ୱର ସ୍ଥିତ OUATରୁ ଛତୁ ଚାଷ ସମ୍ପର୍କରେ ତାଲିମ ନେଇଥିଲେ। ତାଲିମ ନେବା ପରେ କରୁଣାକର ନିଜ ଘରେ ଛତୁ ଚାଷ କରୁଥିଲେ। ଚାଷରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳି ଯାଉଥିଲେ। 

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe