Advertisment

ବାପା ତମେ ଠକିଦେଲ

ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଚନ୍ଦନ ସାହୁ ଓ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ।

Advertisment

ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଚନ୍ଦନ ସାହୁ ଓ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ। ଚନ୍ଦନ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ବଡ଼ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିଲେ। ଯାହାର ଅଡିଓ ଭାଇରାଲ ହୋଇଥିଲା। 

Advertisment
Odisha Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe