Advertisment

ଚୁଟି କାଟୁଛନ୍ତି ମେଧାବୀ ଛାତ୍ର ରୂପକ ଦଳେଇ

ବାଲେଶ୍ୱର ଫକିର ମୋହନ ଜୁନିୟର କଲେଜର ଯୁକ୍ତ ଦୁଇ କଳାରେ ପଢ଼ନ୍ତି ରୂପକ ଦଳେଇ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ନଚ୍ଛିପୁର ଗାଁରେ। ରୂପକ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ତାଙ୍କ ପାଠପଢ଼ାରେ ବାଧକ ସାଜିଛି ଅର୍ଥ। ରୂପକଙ୍କ ବାପା ଗାଁରେ ଦିନ ମଜୁରିଆ ଭାବେ କାମ କରନ୍ତି। ପୁଅର ସଂପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ହଷ୍ଟେଲ ଖର୍ଚ୍ଚ ଓ ପାଠ ପଢ଼ା ଖର୍ଚ୍ଚ ବାବଦକୁ ବାପା ଦେଉଥିବା ଟଙ୍କା ଅଣ୍ଟୁ ନଥିବାରୁ ପରିବାର ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରୂପକ। ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ଚୁଟି କାଟୁଛନ୍ତି।

Students Odisha Special Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe