ଦାଦନ ଶ୍ରମିକରୁ ଡାକ୍ତରୀ ଛାତ୍ର

ଯୁକ୍ତ ଦୁଇ ପଢ଼ିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ , ସେଠାରେ ଫେରି ନୀଟ ପରୀକ୍ଷାରେ ପାସ୍ କରି ଡାକ୍ତରୀ ପଢୁଛନ୍ତି ।

Manoj Swain
  • Published: Wednesday, 09 August 2023
  • Updated: 09 August 2023, 12:19 PM IST

ଇଛାଶକ୍ତି ଓ ମନବଳ ଆଗରେ ହାର ମନିଛି ଦାରିଦ୍ର୍ୟତା, ଦାଦନ ଶ୍ରମିକରୁ ନିଟ ପାସ୍ କରି ଡାକ୍ତରୀ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ କୃଷ୍ଣ ଚନ୍ଦ୍ର ଅଟକା । ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର କୃଷ୍ଣ ଯୁକ୍ତ ଦୁଇ ପଢ଼ିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ , ସେଠାରେ ଫେରି ନୀଟ ପରୀକ୍ଷାରେ ପାସ୍ କରି ଡାକ୍ତରୀ ପଢୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos