ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ ଗତ ୨୩ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ୨୮ ତାରିଖ ଦିନ ବାରିଣୀ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପୁଲିସର ନିଷ୍କ୍ରିୟତା ଯୋଗୁ ଏହି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Special
କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସମାନ ଅବସ୍ଥା; କମ୍ପ୍ୟୁଟର ଅଛି, ପଢ଼ାଇବାକୁ ଶିକ୍ଷକ ନାହାନ୍ତି
ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
Special
ଓଡ଼ିଆ କୋଢ଼ିଆ ନୁହେଁ
ଓଡ଼ିଶା ଯେତେବେଳେ କୃଷିପ୍ରଧାନ ଥିଲା ସେତେବେଳେ ଲୋକେ ଦରିଆପାରି ବାଣିଜ୍ୟ କରୁଥିଲେ, କୋଣାର୍କ ଗଢ଼ୁଥିଲେ। ଓଡ଼ିଶା ଏବେ ଶିଳ୍ପ ଓ ସହର ପ୍ରଧାନ। ଓଡ଼ିଆ ଲୋକେ ଟଙ୍କିକିଆ ଚାଉଳ, ସାମାଜିକ ଭତ୍ତା, ଆହାର କେନ୍ଦ୍ରରେ ଅଟକି ଯାଇଛନ୍ତି।
Special
ଓଡ଼ିଆ କୋଢ଼ିଆ ନୁହେଁ !
ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି।
Special
ଶିମିଳିପାଳରେ ‘ସୁଭଦ୍ରା’ ଯୋଜନା ଫେଲ୍, ପ୍ରତିବନ୍ଧକ ସାଜିଛି ମୋବାଇଲ୍ ନେଟୱର୍କ
ଏବେ ବି ଶିମିଳିପାଳରେ ଅପହଞ୍ଚ ହୋଇଛି ‘ସୁଭଦ୍ରା’ ଯୋଜନା। ଏବେବି ଶିମିଳିପାଳରେ ରହୁଥିବା ମହିଳା ଓ ଯୁବତୀମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ସାତ ସପନ ପାଲଟିଛି।