Advertisment

ପୁଅ ବଳି ଖାଇ ମା ଶାନ୍ତି ତ ?

ମା' ଆଗରେ ତା ଛୁଆର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଯଦି ବଳି ପକାଯାଏ, ସେଇ ମା'ର ମାନସିକ ଆଉ ଶାରୀରିକ ଅବସ୍ଥା ବୋଧେ ୟାଠୁ ବି ଭୟଙ୍କର ହୋଇପାରେ ।

ଅଦ୍ୟତନ ହୋଇଛି
Advertisment

ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ ଗତ ୨୩ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ୨୮ ତାରିଖ ଦିନ ବାରିଣୀ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପୁଲିସର ନିଷ୍କ୍ରିୟତା ଯୋଗୁ ଏହି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Angul Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe