ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଘର ଘର ବୁଲି ଲୋକଙ୍କ ସେବା କରୁଛି ମାଙ୍କଡ଼ । ସାଧାରଣତଃ ମାଙ୍କଡ଼ ମାନେ ଫସଲ କିମ୍ବା ଘର ସାମଗ୍ରୀ ନଷ୍ଟ କରୁଥିବା ଆମେ ଦେଖିଛେ । କିନ୍ତୁ କାମାକ୍ଷାନଗରରେ ଚିତ୍ର କିଛି ଅଲଗା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି
ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ। ଏହି ପ୍ରକ୍ରିୟାକୁ କୁହାଯାଏ ଡିସାଲାଇନେସନ୍। ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଓ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରିବ।
Special
କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ମରୁଡ଼ି; ଖାଲି ପଡ଼ିଛି ୬୪ ପଦବୀ
କ୍ୟାପିଟାଲ ହସ୍ପିଟାଲରେ ପଡ଼ିଛି ଡାକ୍ତର ମରୁଡ଼ି। ରହିବା କଥା ୧୭୫ ଡାକ୍ତର। କିନ୍ତୁ ଅଛନ୍ତି ମାତ୍ର ୧୧୧। ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି।
Special
ମାଆ ଗଲେ କେଉଁ ଆଡେ? ବାପା ଚାଲିଗଲେ ଅଫେରା ପଥରେ; ସାହାରା ଖୋଜୁଛି କୁନି ଝିଅ
ଯମୁନାକୁ ଜନ୍ମ କଲା ମାଆଠାରୁ ଅଧିକ ସ୍ନେହ ଦେଉଥିଲେ ରାଜକିଶୋର। ଯେଉଁଥିପାଇଁ ଯମୁନା ନିଜ ମାଆକୁ ଭୁଲି ଯାଇଥିଲା। ବୋଧହୁଏ ବାପା-ଝିଅଙ୍କ ଏ ଅନାବିଳ ସମ୍ପର୍କକୁ ସହିପାରିଲାନି ଦଇବ! ଅବେଳରେ ବାପା ରାଜକିଶୋରଙ୍କୁ ଯମୁନା ପାଖରେ ଛଡ଼ାଇ ନେଲା।
Special
ମାଟିରେ ଲୋଟୁଛି ମାଆ ବିରଜାଙ୍କ ପ୍ରତିମୂର୍ତ୍ତି; କେବେ ସ୍ଥାପନ ହେବ?
ବରାହ ନାଥ ବୈତରଣୀ ନଦୀ କୂଳରେ ନିର୍ମିତ ୧୮୩ ଫୁଟର ଉଚ୍ଚ ଶିବ ମୂର୍ତ୍ତି କାମ ଅଧପନ୍ତରିଆ ଭାବେ ରହିଛି। ଶୈବକ୍ଷେତ୍ର ଯାଜପୁରରେ ଶିବଙ୍କ ମହିମା ଗାନ ପାଇଁ ୨୦୨୧ରେ ପର୍ଯ୍ୟଟନ ବିଭାଗ ଏହି କାମ ଆରମ୍ଭ ହୋଇଥିଲା।
Special
ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ, ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ନାଁ ଲେଖିଛନ୍ତି ।