ବାପା ତୁମେ ଫେରି ଆସନ୍ତନି

ମଶାଣି ଭୁଇଁରେ ଛିଡା ହୋଇ ସହିଦ ବାପାଙ୍କୁ ଚାହିଁ ରହିଛି କୁନି ଝିଅ । ଭାବୁଛି ଏମିତି କିଛି ହୁଅନ୍ତାନି ବାପା ପୁଣି ମୋ ପାଖକୁ ଫେରି ଆସନ୍ତେ । ତାଙ୍କ ସହିତ ଟିକେ ଗେଲ ମଜା ହୁଅନ୍ତି ।

Manoj Swain
  • Published: Tuesday, 15 August 2023
  • Updated: 15 August 2023, 02:51 PM IST

Sports

Latest News

ମଶାଣି ଭୁଇଁରେ ଛିଡା ହୋଇ ସହିଦ ବାପାଙ୍କୁ ଚାହିଁ ରହିଛି କୁନି ଝିଅ । ଭାବୁଛି ଏମିତି କିଛି ହୁଅନ୍ତାନି ବାପା ପୁଣି ମୋ ପାଖକୁ ଫେରି ଆସନ୍ତେ । ତାଙ୍କ ସହିତ ଟିକେ ଗେଲ ମଜା ହୁଅନ୍ତି । ଆଉ ଡ୍ୟୁଟିକୁ ଯିବା ପାଇଁ କେବେ ବି ଛାଡନ୍ତିନି । ଏମିତି ଅନେକ କିଛି ତାମନକୁ ଆସୁଛି । ସେ ଜାଣିଛି ଏହା କେବେ ସମ୍ଭବ ହେବ ନାହିଁ ହେଲେ ମନକୁ ସମ୍ଭାଳି ପାରୁନି । ଛାତିର କୋହକୁ ଆଖି ଲୁହରେ ଚାପି ରଖିପାରୁନି । କାହିଁକି ନା ଏ ବାପା ଡାକ ତାପାଇଁ ସରିଗଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos