ମୋ ଭାଇ ପରିବା ବିକି ମଣିଷ କରିଛି | Odisha Reporter
ରାସ୍ତା କଡରେ ପନିପରିବା ବିକ୍ରି କରି ସାନ ଭାଇକୁ ବଡି ବିଲଡର କରାଇଥିଲେ ବଡ଼ ଭାଇ । ଏବେ ବିଶ୍ବ ବଡି ବିଲିଡିଂ ଚାମ୍ପିୟନସିପରେ ପଦକ ଜିତି ବଡ ଭାଇର ପରିଶ୍ରମକୁ ସାର୍ଥକ୍ କରିଛନ୍ତି ସାନ ଭାଇ । ନିକଟରେ ଦକ୍ଷିଣ କୋରିଆରେ ଶେଷ ହୋଇଥିବା ବିଶ୍ୱ ବଡି ବିଲିଡିଂ ଚାମ୍ପିୟନସିପର 60 କିଲୋ ଓଜନ ବର୍ଗରେ ରୋପ୍ୟ ପଦକ ଜିତି ଓଡିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି ନାରାୟଣ ବାରିକ । ତାଙ୍କର ଏହି ସଂଘର୍ଷ କାହାଣୀକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
