Advertisment

'ମୋ ଭାଇ ପରିବା ବିକି ମୋତେ ମଣିଷ କରିଛି'

ରାସ୍ତା କଡରେ ପନିପରିବା ବିକ୍ରି କରି ସାନ ଭାଇକୁ ବଡି ବିଲଡର କରାଇଥିଲେ ବଡ଼ ଭାଇ । ଏବେ ବିଶ୍ବ ବଡି ବିଲିଡିଂ ଚାମ୍ପିୟନସିପରେ ପଦକ ଜିତି ବଡ ଭାଇର ପରିଶ୍ରମକୁ ସାର୍ଥକ୍‌ କରିଛନ୍ତି ସାନ ଭାଇ ।

ଅଦ୍ୟତନ ହୋଇଛି
Advertisment

ରାସ୍ତା କଡରେ ପନିପରିବା ବିକ୍ରି କରି ସାନ ଭାଇକୁ ବଡି ବିଲଡର କରାଇଥିଲେ ବଡ଼ ଭାଇ । ଏବେ ବିଶ୍ବ ବଡି ବିଲିଡିଂ ଚାମ୍ପିୟନସିପରେ ପଦକ ଜିତି ବଡ ଭାଇର ପରିଶ୍ରମକୁ ସାର୍ଥକ୍‌ କରିଛନ୍ତି ସାନ ଭାଇ । ନିକଟରେ ଦକ୍ଷିଣ କୋରିଆରେ ଶେଷ ହୋଇଥିବା ବିଶ୍ୱ ବଡି ବିଲିଡିଂ ଚାମ୍ପିୟନସିପର 60 କିଲୋ ଓଜନ ବର୍ଗରେ ରୋପ୍ୟ ପଦକ ଜିତି ଓଡିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି ନାରାୟଣ ବାରିକ । ତାଙ୍କର ଏହି ସଂଘର୍ଷ କାହାଣୀକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bhubaneswar Bodybuilding Championship
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe