Advertisment

ନାସା ଫଟୋରେ ଓଡ଼ିଶାର ଗରିବୀ

ନାସା ଆଖିରେ ଓଡ଼ିଶାରେ ଗରିବୀ ଏବେ ବି ଭରି ରହିଛି। ଆମେରିକୀୟ ସଂସ୍ଥା ନାସାର ସେଡାକ୍ ବା ସୋସିଓଡେମୋଗ୍ରାଫିକ୍ ଆଣ୍ଡ୍ ସାଟେଲାଇଟ୍ ଇନପୁଟ୍ସ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଗରିବୀରେ ଓଡ଼ିଶା ଏବେ ବି ଦେଶର ତଳ ଆଡ଼େ ରହିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦ ବର୍ଷର ତଥ୍ୟ ଓ ସାଟେଲାଇଟ୍ ଇମେଜକୁ ଦେଖିଲେ ଓଡ଼ିଶାରେ ଗରିବୀ ବା ଡେପ୍ରିଭେସନ୍ ଚିନ୍ତାଜନକ ସ୍ତରରେ ରହିଛି।

Advertisment

ନାସା ଆଖିରେ ଓଡ଼ିଶାରେ ଗରିବୀ ଏବେ ବି ଭରି ରହିଛି। ଆମେରିକୀୟ ସଂସ୍ଥା ନାସାର ସେଡାକ୍ ବା ସୋସିଓଡେମୋଗ୍ରାଫିକ୍ ଆଣ୍ଡ୍ ସାଟେଲାଇଟ୍ ଇନପୁଟ୍ସ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଗରିବୀରେ ଓଡ଼ିଶା ଏବେ ବି ଦେଶର ତଳ ଆଡ଼େ ରହିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦ ବର୍ଷର ତଥ୍ୟ ଓ ସାଟେଲାଇଟ୍ ଇମେଜକୁ ଦେଖିଲେ ଓଡ଼ିଶାରେ ଗରିବୀ ବା ଡେପ୍ରିଭେସନ୍ ଚିନ୍ତାଜନକ ସ୍ତରରେ ରହିଛି। ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଂଚଳ ଭିତରେ ଓଡ଼ିଶା ଏବେ ବି ତଳଆଡୁ ୭ ନମ୍ବରରେ ରହିଛି। ନାସାର ସ୍କୋରରେ ୭୦ ଉପରକୁ ମାର୍କ ଥିବା ରାଜ୍ୟ ଭିତରେ ରହିଛି ଓଡ଼ିଶା। 

Advertisment
NASA Odisha Poverty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe