Advertisment

ଶହୀଦ ସୁଶାନ୍ତଙ୍କ ଛାତିଫଟା କାହାଣୀ

ଦୁଃଖ ତ ଦୁଃଖ ବଜ୍ର ଦୁଃଖ। ଯେତେ କହିଲେ ବି କମ ହେବ। ଛାତି ଫାଟିଯିବ, ହୃଦୟ ବିଦାରି ହେବ। ହଁ ଆମେ କହୁଛୁ ଝାଡ଼ଖଣ୍ଡରେ ସହୀଦ ହୋଇଥିବା ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ କଥା ।

Advertisment

ଦୁଃଖ ତ ଦୁଃଖ ବଜ୍ର ଦୁଃଖ। ଯେତେ କହିଲେ ବି କମ ହେବ। ଛାତି ଫାଟିଯିବ, ହୃଦୟ ବିଦାରି ହେବ। ହଁ ଆମେ କହୁଛୁ ଝାଡ଼ଖଣ୍ଡରେ ସହୀଦ ହୋଇଥିବା ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ କଥା । ଝାଡ଼ଖଣ୍ଡ ଚାଇବାସାରେ ଯବାନ-ମାଓବାଦୀ ମୁହାଁମୁହିଁ ବେଳେ ଜୀବନ ହରାଇଥିବା ଏହି ସହୀଦଙ୍କ କଥା ଶୁଣିଲେ ଆଖି ବୋଲ ମାନିବନି ।

Advertisment
Odisha Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe