Advertisment

ଏମିତି ଗାଡ଼ି ଗଢିଦେଲେ ଓଡ଼ିଆ ପୁଅ, EV କମ୍ପାନୀ ମୁଣ୍ଡ ଟିଣ

ଅଳ୍ପ ଟଙ୍କାରେ ପୁରୁଣା ଗାଡି ହୋଇଯାଉଛି ଇଭି । ଗୋଟିଏ ଗାଡିରେ, ଦୁଇଟି ଇଞ୍ଜିନ-ଦୁଇଟି ଚାବି । ପେଟ୍ରୋଲରେ ଚାଲୁଛି, ବ୍ୟାଟେରୀରେ ବି ଦୌଡୁଛି ।

author-image
Manoj Swain
ଅଦ୍ୟତନ ହୋଇଛି

ଅଳ୍ପ ଟଙ୍କାରେ ପୁରୁଣା ଗାଡି ହୋଇଯାଉଛି ଇଭି । ଗୋଟିଏ ଗାଡିରେ, ଦୁଇଟି ଇଞ୍ଜିନ-ଦୁଇଟି ଚାବି । ପେଟ୍ରୋଲରେ ଚାଲୁଛି, ବ୍ୟାଟେରୀରେ ବି ଦୌଡୁଛି । ଓଡ଼ିଆ ପୁଅଙ୍କ ହାତରେ ଡୁଆଲ ହେଉଛି ବାଇକ,ସ୍କୁଟି । ଆଉ ଏହାକୁ ଦେଖି ବଡ଼ ବଡ଼ କମ୍ପାନୀ ବି ମୁଣ୍ଡରେ ହାତ ଦେଲେଣି ।

Advertisment
Odisha