ଓଡ଼ିଆ କୋଢ଼ିଆ ନୁହେଁ !

ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି।

Manoj Swain
  • Published: Saturday, 19 October 2024
  • Updated: 19 October 2024, 05:33 PM IST

Sports

Latest News

ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି। ରାଜନୀତି ଓ ଅର୍ଥନୀତିର ଖେଳୁଆଡ଼ମାନେ ଓଡ଼ିଶାର ସଂପଦ ଲୁଟିବା ପାଇଁ, ଓଡ଼ିଶାକୁ କାଳେକାଳେ ଗରୀବ ରଖିବା ପାଇଁ, ଓଡ଼ିଶାର ବିଦ୍ୟା ଓ କାରିଗରୀକୁ ହଡ଼ପ କରିବା ପାଇଁ ଓଡ଼ିଶା ବିରୋଧରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ନହେଲେ ବି ଯୋଜନା କରୁଛନ୍ତି, ସେସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos