ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି। ରାଜନୀତି ଓ ଅର୍ଥନୀତିର ଖେଳୁଆଡ଼ମାନେ ଓଡ଼ିଶାର ସଂପଦ ଲୁଟିବା ପାଇଁ, ଓଡ଼ିଶାକୁ କାଳେକାଳେ ଗରୀବ ରଖିବା ପାଇଁ, ଓଡ଼ିଶାର ବିଦ୍ୟା ଓ କାରିଗରୀକୁ ହଡ଼ପ କରିବା ପାଇଁ ଓଡ଼ିଶା ବିରୋଧରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ନହେଲେ ବି ଯୋଜନା କରୁଛନ୍ତି, ସେସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅର୍ବାନ ମାଜେଷ୍ଟିକ୍ କାମ ବନ୍ଦ କରିବାକୁ ନିର୍ଦ୍ଦେଶ!
କିଟ୍ ଛକଠାରୁ ମାତ୍ର କିଛି ଦୂରରେ ଥିବା ଏହି ୫ ଏକର ଜମିକୁ ୧୯୭୯ ମସିହାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜର ପ୍ରୋପାଇଟର ତେଜପାଲ ସିଂହଙ୍କୁ ୯୯ ବର୍ଷ ଲିଜରେ ଦିଆଯାଇଥିଲା।
Special
ମିଳୁଛି ସରକାରଙ୍କ ପ୍ରୋତ୍ସାହନ, ବଢୁଛି ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ
ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ବୈତରଣୀ ପରି ଚୀର ସ୍ରୋତା ନଦୀ ବୋହି ଯାଇଥିବା ବେଳେ କାନପୁର, ଦେଓ ଜଳ ସେଚନ ପ୍ରକଳ୍ପ, ସାପୁଆ ଡ୍ୟାମ ଓ ବଡ଼ବଡ଼ ନାଳ ଜିଲ୍ଲାରେ ରହିଛି।
Special
ଆମ ସମ୍ବିଧାନ, ଆମ ସମ୍ମାନ
ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।