ଓଡ଼ିଆ କୋଢ଼ିଆ ନୁହେଁ! | Odisha Reporter
Advertisment
ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି। ରାଜନୀତି ଓ ଅର୍ଥନୀତିର ଖେଳୁଆଡ଼ମାନେ ଓଡ଼ିଶାର ସଂପଦ ଲୁଟିବା ପାଇଁ, ଓଡ଼ିଶାକୁ କାଳେକାଳେ ଗରୀବ ରଖିବା ପାଇଁ, ଓଡ଼ିଶାର ବିଦ୍ୟା ଓ କାରିଗରୀକୁ ହଡ଼ପ କରିବା ପାଇଁ ଓଡ଼ିଶା ବିରୋଧରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ନହେଲେ ବି ଯୋଜନା କରୁଛନ୍ତି, ସେସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us