Advertisment

ଆମେରିକାରେ ଆୱାର୍ଡ ପାଇବେ ବାଲିଅନ୍ତା ଝିଅ

ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ । ଧାନ ଗବେଷଣା କରି ଆମେରିକାରେ ପୁରସ୍କୃତ ହେବେ ବାଲିଅନ୍ତା ଝିଅ ।

author-image
Manoj Swain

ଧାନ ଗବେଷଣା କରି ଆମେରିକାରେ ପୁରସ୍କୃତ ହେବେ ବାଲିଅନ୍ତା ଝିଅ । ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ ।  ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ଆଇୱା ଆମେରିକା ପକ୍ଷରୁ ବୈଜ୍ଞାନିକ ମାନଙ୍କୁ ସେମାନଙ୍କ ନୂତନ କିସମ ଗବେଷଣା ପାଇଁ ପୁରସ୍କୃତ କରାଯିବ। ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି ।

Advertisment
Odisha