ଧାନ ଗବେଷଣା କରି ଆମେରିକାରେ ପୁରସ୍କୃତ ହେବେ ବାଲିଅନ୍ତା ଝିଅ । ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ । ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ଆଇୱା ଆମେରିକା ପକ୍ଷରୁ ବୈଜ୍ଞାନିକ ମାନଙ୍କୁ ସେମାନଙ୍କ ନୂତନ କିସମ ଗବେଷଣା ପାଇଁ ପୁରସ୍କୃତ କରାଯିବ। ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ମାଟିରେ ଲୋଟୁଛି ମାଆ ବିରଜାଙ୍କ ପ୍ରତିମୂର୍ତ୍ତି; କେବେ ସ୍ଥାପନ ହେବ?
ବରାହ ନାଥ ବୈତରଣୀ ନଦୀ କୂଳରେ ନିର୍ମିତ ୧୮୩ ଫୁଟର ଉଚ୍ଚ ଶିବ ମୂର୍ତ୍ତି କାମ ଅଧପନ୍ତରିଆ ଭାବେ ରହିଛି। ଶୈବକ୍ଷେତ୍ର ଯାଜପୁରରେ ଶିବଙ୍କ ମହିମା ଗାନ ପାଇଁ ୨୦୨୧ରେ ପର୍ଯ୍ୟଟନ ବିଭାଗ ଏହି କାମ ଆରମ୍ଭ ହୋଇଥିଲା।
Special
ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ, ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ନାଁ ଲେଖିଛନ୍ତି ।
Special
ଥିଲେ ପୁଅ, ହେଲେ ଝିଅ; ଅଜୟରୁ ହେଲେ ରିଙ୍କି
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ । ସମାଜରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଏହି ଯୁବକ ଜଣଙ୍କ ।
Special
ଜଳ ବନ୍ଦୀ ଜୀବନ; ଛାତିଏ ପାଣିରେ ନାଳ ପାର ହେଲେ ରୋଗୀ
ସେ ପାଖରେ ଆମ୍ୱୁଲାନ୍ସ, ଏପାଖରେ ରୋଗୀଣା ମାଆ। ଆଉ ମଝିରେ ଭୟଙ୍କର ରୂପ ଦେଖାଇ ବୋହି ଯାଉଛି ମାଳଦା ନାଳ। ଉଛୁଳା ନାଳର ଏ ରୂପ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ ଦୁଇ ଭାଇ। ରୋଗୀଣା ମାଆଙ୍କୁ କେମିତି ନାଳ ପାର୍ କରାଇବେ? କେମିତି ମେଡିକାଲ୍ ନେବେ?
Special
ଡାକ ଟିକେଟ ପ୍ରେମରେ ବିଶ୍ୱନାଥ ମିଶ୍ର
ବନ ବିଭାଗରେ ଚାକିରି କରିଥିଲେ ବିଶ୍ୱନାଥ ମିଶ୍ର। ଅବସର ନେଇ ସାରିଲେଣି।