ଏ ଲୁହ ଯନ୍ତ୍ରଣାର ନା ଯାତନାର... | Odisha Reporter
ଘରକୁ ଫେରିଲା ବେଳକୁ ଏ କାନ୍ଥ ଭଳି ଛାତି ଟା ଧସି ଯାଉଛି । ଏ ବିତ୍ପାତର ବନ୍ୟା ଭଳି ଆଖିର ଲୁହ ବି ଉଛୁଳି ଯାଉଛି । ଦରିଦ୍ରର ସେ ଦର ସଜଡା କୁଡିଆର ଦୃଶ୍ୟ ବୟାନ କଲା ବେଳକୁ ଛାତି ରୁନ୍ଧି ହେଇଯାଉଛି । କେମିତି ବା ସେ ଅଟକାଇ ପାରିବ । ସେଇ ବା ତାଙ୍କ ସ୍ୱପ୍ନର ଘର । ମିଞ୍ଜି ମିଞ୍ଜି ଡିବିର ଆଲୁଅ ତଳେ ଏଇଠି ବା ଅନେକ ରାତି ପାହିଛି । ଏଇଠି ପା କୁନା ପାଠ ପଢି ଭବିଷ୍ୟତ ଗଢିବ ବୋଲି ଭରସା ଦେଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
