Advertisment

ଏ ଲୁହ ଯନ୍ତ୍ରଣାର ନା ଯାତନାର

ଘରକୁ ଫେରିଲା ବେଳକୁ ଏ କାନ୍ଥ ଭଳି ଛାତି ଟା ଧସି ଯାଉଛି । ଏ ବିତ୍ପାତର ବନ୍ୟା ଭଳି ଆଖିର ଲୁହ ବି ଉଛୁଳି ଯାଉଛି । ଦରିଦ୍ରର ସେ ଦର ସଜଡା କୁଡିଆର ଦୃଶ୍ୟ ବୟାନ କଲା ବେଳକୁ ଛାତି ରୁନ୍ଧି ହେଇଯାଉଛି ।

Advertisment

ଘରକୁ ଫେରିଲା ବେଳକୁ ଏ କାନ୍ଥ ଭଳି ଛାତି ଟା ଧସି ଯାଉଛି । ଏ ବିତ୍ପାତର ବନ୍ୟା ଭଳି ଆଖିର ଲୁହ ବି ଉଛୁଳି ଯାଉଛି । ଦରିଦ୍ରର ସେ ଦର ସଜଡା କୁଡିଆର ଦୃଶ୍ୟ ବୟାନ କଲା ବେଳକୁ ଛାତି ରୁନ୍ଧି ହେଇଯାଉଛି । କେମିତି ବା ସେ ଅଟକାଇ ପାରିବ । ସେଇ ବା ତାଙ୍କ ସ୍ୱପ୍ନର ଘର । ମିଞ୍ଜି ମିଞ୍ଜି ଡିବିର ଆଲୁଅ ତଳେ ଏଇଠି ବା ଅନେକ ରାତି ପାହିଛି । ଏଇଠି ପା କୁନା ପାଠ ପଢି ଭବିଷ୍ୟତ ଗଢିବ ବୋଲି ଭରସା ଦେଇଛି ।

Advertisment
Odisha Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe