Advertisment

ଆଗୁଆ ଜାଣି ପାରିଥିଲା ମ୍ୟାକ୍ସ !

ମହେଶ୍ୱର ମହାନ୍ତି ମେଡିକାଲରେ ଭର୍ତ୍ତି ହେବା ଦିନଠୁ ନୀରବରେ ଥିଲା ତାଙ୍କ ପୋଷା କୁକୁର ମ୍ୟାକ୍ସ।

author-image
Manoj Swain

ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତି ମେଡିକାଲରେ ଭର୍ତ୍ତି ହେବା ଦିନଠୁ ନୀରବରେ ଥିଲା ତାଙ୍କ ପୋଷା କୁକୁର ମ୍ୟାକ୍ସ। ଆଉ ମହେଶ୍ୱର ମହାନ୍ତିଙ୍କ ମୃତ୍ୟୁର ଦିନକ ପୂର୍ବରୁ  ମ୍ୟାକ୍ସ ଯେମିତି ଆଗୁଆ ସୂଚନା ପାଇସାରିଥିଲା। ଖାଇବା ପିଇବା ଏକପ୍ରକାର ବନ୍ଦ କରି ଦେଇଥିଲା । ଏବଂ ଅସ୍ଥିର ହୋଇପଡିବା ସହ ବିଚଳିତ ହୋଇ ନୀରବରେ ଶୋଇ ରହିଥିଲା। କୁଆଡେ ଯାଉନି, ମନେ ମନେ ଯେମିତି କାନ୍ଦୁଛି ।

Advertisment
Odisha Puri Maheswar Mohanty Pet Dog