ଆଗୁଆ ଜାଣି ପାରିଥିଲା ମ୍ୟାକ୍ସ ! | Former Minister Maheswar Mohanty\'s Dog | Odisha Reporter
Advertisment
ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତି ମେଡିକାଲରେ ଭର୍ତ୍ତି ହେବା ଦିନଠୁ ନୀରବରେ ଥିଲା ତାଙ୍କ ପୋଷା କୁକୁର ମ୍ୟାକ୍ସ। ଆଉ ମହେଶ୍ୱର ମହାନ୍ତିଙ୍କ ମୃତ୍ୟୁର ଦିନକ ପୂର୍ବରୁ ମ୍ୟାକ୍ସ ଯେମିତି ଆଗୁଆ ସୂଚନା ପାଇସାରିଥିଲା। ଖାଇବା ପିଇବା ଏକପ୍ରକାର ବନ୍ଦ କରି ଦେଇଥିଲା । ଏବଂ ଅସ୍ଥିର ହୋଇପଡିବା ସହ ବିଚଳିତ ହୋଇ ନୀରବରେ ଶୋଇ ରହିଥିଲା। କୁଆଡେ ଯାଉନି, ମନେ ମନେ ଯେମିତି କାନ୍ଦୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us