ଅଦ୍ୟତନ ହୋଇଛି
ଲୁହା ଜଞ୍ଜିରରେ ମୋତେ ବାନ୍ଧନି | Girl Chained Since Three Years In Ganjam, Seeks Govt Help
Advertisment
ଦୁଇ ପୁଅ ପରେ ଗୋଟିଏ ଝିଅ ହୋଇଥିଲା ଭାବିଥିଲେ ପରୀ ଭଳି ବଢ଼ାଇବେ, କିନ୍ତୁ ଏଇ କୁନି ପରୀଟିକୁ ଲୁହା ଜଞ୍ଜିରରେ ବାନ୍ଧି ରଖିଥିବା ବାପା ମା ନିଜ ଲୁହକୁ ବାନ୍ଧିପାରିଲେନି, ଆଜି କି କାଲି ନୁହେଁ ଘର ଭିତରେ ଏମିତି ଦୀର୍ଘ ତିନି ବର୍ଷ ହେଲା ବନ୍ଦୀ ଜୀବନ ବିତାଉଛନ୍ତି ଗୌରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us