ରାଜ୍ୟ ସରକାର ବିଭିନ୍ନ ସହରକୁ ଦେଲେ NAC ମାନ୍ୟତା। ତା ପରେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଥମୁନି NAC ମାନ୍ୟତା ଦାବି। ତେବେ NAC ହେଲେ କଣ ମିଳିବ ସୁବିଧା, କଣ ହେବ ଅସୁବିଧା। ଆସନ୍ତୁ ଜାଣିବା...