Advertisment

ସରକାରୀ ଗାଡ଼ିରେ ବାବୁ କରୁଛନ୍ତି କି ମଉଜ ?

ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ । ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି।

ଅଦ୍ୟତନ ହୋଇଛି
Advertisment

ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ । ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି। ଗାଡ଼ି ବ୍ୟବହାର ପାଇଁ ଭଡ଼ା ଏବଂ ମାଇଲେଜର ପୁନଃ ନିର୍ଦ୍ଧାରଣ କରିଛି ଅର୍ଥ ବିଭାଗ ।

Advertisment
Odisha Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe